Spoken Tutorial Technology/Editing using Audacity/Oriya
From Process | Spoken-Tutorial
| ସମୟ | ବିବରଣୀ |
| 00:01 | ସ୍ବଗାତ ବନଧୁଗଣ ଅଦାସିଟି ବ୍ୟବହାର୍ କରି ଏଡିଟ୍ କରିବା ପାଇଁ ଆମର ଏହି ତୁତୋରିଅଲକୁ ସ୍ବାଗତ |
| 00:08 | ଏହି ତୁଟୋରିଅଲ୍ ଦର୍ଶାଏ କିପରି ଏକ ଅଡିଓ ଫାଇଲ୍ ଏଡିଟ୍ କରାଯାଏ ଏଠାରେ ଆମେ ଶିଖିବା |
| 00:14 | ଅଦାସିରେ ଏକ ଅଡିଓ ଫାଇଲ୍ ଖୋଲୋଂତୁ |
| 00:16 | ଏକ ସ୍ଟେରିଓ ଫାଇଲ୍ କୁ ମନୋ ଆତାଚ ଲେବେଲ୍ କଟ ,ଦିଲିଟ୍ ,ମୁବ୍ ରେ ପରିବର୍ତ୍ତନ କରନ୍ତୁ ଏବଂ ଅଡିଓ ଫିଲଟର ବ୍ୟାଗ୍ ରାଉଣ୍ଡ ନଏଜ କୁ ବୃଧି କରନ୍ତୁ ,ଅଡିଓ ଫାଇଲକୁ ସେବ ଓ ଏକ୍ସ୍ ପୋର୍ଟ୍ କରନ୍ତୁ |
| 00:27 | ଏହି ତୁତୋରିଅଲରେ ଆମେ ବ୍ୟବହାର କରିଛୁ ଉବଂଟୁ ଲିନକ୍ସ 10.04 ବର୍ସନ ଅପରେଟିଂଗ୍ ସିସ୍ଟମ ଏବଂ ଅଦାସିଟି ବର୍ସନ 1.3 |
| 00:36 | ଅଦାସିଟି ସପୋର୍ଟ କରୁଥିବା ଅଡିଓ ଫର୍ମାଟ ଗୁଡିକ ହେଲେ: |
| 00:39 | WAV (Windows Wave format) ଡଵଲୁଏଭି |
| 00:41 | AIFF (Audio Interchange File Format) ଏଆଇଏଫଏଫ |
| 00:43 | Sun Au / NeXT ସନ୍ ଏ ୟୁ /ନେକସଟ |
| 00:46 | RCAM (Institut de Recherce et Coordination Acoustique / Musique) ଆରସିଏଏମ |
| 00:49 | MP3 (MPEG I, layer 3) (export requires separate encoder. see Lame Installation) Ogg Vorbis ଏମ ପି ଥିରୀ |
| 00:53 | ଅଦାସିଟି କୁ ଉପଯୋଗ କରିବା ପାଇଁ ଚାଲନ୍ତୁ ଯିବା ମେନ୍ ମେନୁ ଆଇଟମ ଆପ୍ଲିକେସନ୍(Main menu item Applications) >>ସାଉଣ୍ଡ ଆଣ୍ଡ୍ ଭିଡିଓ(Sound and Video)>>ଅଦାସିଟି(Audacity). |
| 01:04 | ଏକ ଅଦାସିଟି ହେଲ୍ପ ବକ୍ସ୍ ଖୋଲିବ, OK କ୍ଲିକ କରନ୍ତୁ |
| 01:09 | ଅଡିଓ ଫାଇଲ୍ କୁ ଏଡିଟ୍ କରିବା ପାଇଁ ପ୍ରଥମେ ଏହାକୁ ଅଦାସିଟି ରେ ଅନ୍ତର୍ଭୁକ୍ତ କରାଅ ଏପରି କରିବା ପାଇଁ ଫାଇଲ୍ କୁ ଜାଅ(go to File ) >>ଇମ୍ପୋର୍ଟ(Import ) >>(ଅଡିଓ). |
| 01:21 | ବ୍ରାଉଜର ୱିଣ୍ଡୋ ଖୋଲିଲେ ,ଏଡିଟ୍ ହେବାକୁଥିବା ଅଡିଓ ଫାଇଲ୍ କୁ ବ୍ରାଉଜ୍ କରନ୍ତୁ ଏବଂ Open ବଟନ ଉପରେ କ୍ଲିକ କରନ୍ତୁ |
| 01:31 | ଫାଇଲ୍ ଅଦାସିଟି ୱିଣ୍ଡୋରେ ଖୋଲିବ |
| 01:36 | ଏହି ଫାଇଲକୁ ଏ ୟୁ ପି ଫାଇଲ୍(ଅଦାସିଟି ପ୍ରୋଜେକ୍ଟ ଫାଇଲ୍ ) ରେ ସେବ କରିବାକୁ କ୍ଲିକ୍ କରନ୍ତୁ ଫାଇଲ୍( File ) >>ସେବ ପ୍ରୋଜେକ୍ଟ ଆଜ (Save Project As) |
| 01:47 | ଯେଉଁ ବକ୍ସ୍ ଖୋଲିବ ତାହାକୁ କ୍ଲିକ କରନ୍ତୁ |
| 01:51 | ଫାଇଲ୍ କୁ ଏକ ନାମ ଦିଅ ଏବେ ଟାଇପ୍ କରିବା 'ଏଡିଟିଂ ଇନ୍ ଅଦାସିଟି '( 'Editing in Audacity'..)
|
| 01:55 | ଫୋଲଡର୍ ଚେକ୍ କରି ସେବ କ୍ଲିକ୍ କରନ୍ତୁ |
| 02:00 | 'Copy All Audio into Project (safer)' ଅପସନ୍ କୁ ସିଲେକଟ୍ କରନ୍ତୁ |
| 02:05 | ଏହା ଏକ ଫୋଲ୍ଡର ତିଆରି କରିଵ ଯାହା ଅଦାସିଟି ର ସମସ୍ତ ଡାଟା ଫାଇଲ୍ କୁ ଧାରଣ କରେ |
| 02:11 | ଟ୍ରାକ୍ କୁ ନିରେଖୀ ଦେଖ ଯଦି ଗୋଟିଏ ଟ୍ରାକ୍ ଥାଏ ତେବେ ଅଡିଓଟି ମନୋ ଅଟେ |
| 02:16 | ଏହାକୁ ବାମ ପାର୍ଶ୍ବ ପ୍ୟାନେଲର ଲେବେଲ୍ ରେ ଉଲ୍ଲେଖ କରାଯାଇପାରିବ |
| 02:21 | ବର୍ତମାନ୍ ଅନ୍ୟ ଏକ ଅଡିଓ ଫାଇଲ୍ ଖୋଲିବା |
| 02:35 | ଯଦି ଦୁଇଟି ଟ୍ରାକ୍ ଥାଏ ତେବେ ଅଡିଓଟି ସ୍ଟିରିଓ ,ପୁଣିଥରେ ଏହା ମଧ୍ୟ ବାମ ପାର୍ଶ୍ବ ପ୍ୟାନେଲ୍ ର ଲେବେଲ୍ ରେ ଉଲ୍ଲେଖ କରାଯାଇପାରିବ |
| 02:45 | ଏକ ଟ୍ରାକ୍ କୁ ପୁରାପୁରି ଲିଭେଇବା ପାଇଁ ଟ୍ରାକ୍ ସିଲେକ୍ଟ କରି ଟ୍ୟାବ୍ ଉପରେ କ୍ଲିକ୍ କର ଏବଂ Remove Tracks ସିଲେକ୍ଟ୍ କର |
| 02:59 | କିମ୍ବା ବାମ କଡରେ ଥିବା X ଉପରେ କ୍ଲିକ୍ କରି ଟ୍ରାକ୍ ଦିଲିଟ୍ କରନ୍ତୁ |
| 03:04 | ଯଦି ଅଡିଓ ଫାଇଲ୍ ଟି ସ୍ଟିରିଓ ମୋଡ୍ ରେ ଅଛି କିନ୍ତୁ ସ୍ଟିରିଓ ଆଉଟପୁଟ୍ ଦରକାର ନାହିଁ ତେବେ ଜଣେ ଏହାକୁ ମନୋ ମୋଡ୍ ରେ ପରିବର୍ତନ କରିପାରିବ |
| 03:12 | ଏପରି କରିବା ପାଇଁ ଟ୍ରାକ୍ ଟ୍ୟାବ୍ କୁ ଜାଅ ଏବଂ Mix and Render ସିଲେକ୍ଟ କର |
| 03:20 | ବର୍ତମାନ୍ ଅଡିଓ ଫାଇଲ୍ ର ବାମ ପାର୍ଶ୍ବ ରେ ଥିବା ପ୍ୟାନେଲ୍ ର drop-down arrow ଉପରେ କ୍ଲିକ୍ କର ଏବଂ Split stereo to mono ସିଲେକ୍ଟ କର |
| 03:30 | ଏକ ଟ୍ରାକ୍ ଦିଲିଟ୍ କର |
| 03;35 | ଫାଇଲ୍ ପୃଷ୍ଠାକୁ ବଡ କିମ୍ବା ସାନ କରିଵ ପାଇଁ ଆବଶ୍ୟକୀୟ ଜାଗାରେ କ୍ରସର କ୍ଲିକ୍ କର ଏବଂ ଏଡିଟ୍ ପ୍ୟାନେଲରେ zoom in କିମ୍ବା zoom out ବଟନରେ କ୍ଲିକ୍ କର |
| 03:52 | କିମ୍ବା ଫାଇଲର ଯେଉଁ ଶଥାନକୁ ବଡ କିମ୍ବା ସାନ କରିବାକୁ ଚାହୁଁଚ୍ଛ କ୍ରସରକୁ ସେଠାରେ ରଖ |
| 04:03 | ଏବେ Ctrl key down କୁ ପ୍ରେସ୍ କର ଏବଂ ମାଉସରେ ଥିବା ସ୍କ୍ରଲ ହୁଇଲ୍ ବ୍ୟବହାର କରି zoom କର |
| 04:19 | ଏକ ଅଡିଓ ଫାଇଲ୍ ରୁ ଅନାବଶ୍ୟକୀୟ ତଥ୍ୟକୁ କପି , ପେଷ୍ଟ , ଦିଲିଟ୍ ଏବଂ କିଛି ସ୍ବତନ୍ତ୍ର ପରିଖ୍ୟଣ ଦ୍ବାରା ରିମୁଭ୍ କରିହେବ |
| 04:29 | ଫାଇଲ୍ ର volume କୁ ବଢେଇହେବ କିମ୍ବା କମେଇହେବ |
| 04:35 | ଏଡିଟ୍ କରିବା ପୁର୍ବରୁ ସର୍ବଦା ଅଡିଓ ଫାଇଲ୍ କୁ ମନ ଦେଇ ଶୁଣ ତୁମେ ଏହାକୁ ସହଜରେ ବୁଝିବା ପାଇଁ ଇଚ୍ଛା ଅନୁସାରେ ଲେବେଲ୍ କରିପାର |
| 04:44 | ଏପରି କରିବା ପାଇଁ ଏକ ଲେବେଲ୍ ଟ୍ରାକ୍ ଯୋଗ କର ,ଟ୍ରାକ୍ ଉପରେ କ୍ଲିକ୍ କର ତାପରେ New and Label Track. ଯୋଗ କର |
| 04:56 | ଯେଉଁଠି ଲେବେଲ୍ ଯୋଗ କରିବାକୁ ଚାହୁଁଚ୍ଛ ତାହାକୁ କ୍ରସର ଦ୍ବାରା ସିଲେକ୍ଟ କରି ଟ୍ରାକ୍ ଟ୍ୟାବ୍ କୁ ଜାଅ |
| 04:54 | ଏବଂ Add label at selection ସିଲେକ୍ଟ କର |
| 05:08 | ତମେ ଲେବେଲ୍ ରେ ଟାଇପ୍ କରିପାରିବ |
| 05:16 | କିମ୍ବା ସେହି ଜାଗା ରେ କ୍ଲିକ୍ କରିପାରିବ |
| 05:24 | ctrl +B ପ୍ରେସ୍ କର |
| 05:28 | ଏହା ପ୍ରଥମଥର ପାଇଁ ଏକ ନୁଆ ଲେବେଲ୍ ଟ୍ରାକ୍ ତିଆରି କରିଵ |
| 05:32 | Ctrl+B କୁ ବାରମ୍ବାର ବ୍ୟବହାର କରି ଅନେକ ନୁଆ ଲେବେଲ୍ ସେହି ଟ୍ରାକ୍ ରେ ଖୋଲିହେବ |
| 05:47 | ଟାଇମ୍ ଲାଇନ୍ ଉପରେ କ୍ରସର ଥିବା ସ୍ଥାନରେ ଏକ ଲେବେଲ୍ ଟ୍ରାକ୍ ଆସିବ |
| 05:53 | ପ୍ରତ୍ୟେକ ନୁଆ ଲେବେଲ୍ ପାଇଁ ଆବଶ୍ୟକୀୟ ସ୍ଥାନରେ କ୍ରସର ରଖି Ctrl+B ପ୍ରେସ୍ କର |
| 06:07 | ଲେବେଲଗୁଡିକୁ ମଧ୍ୟ ମିଟେଇ ଦିଆଯାଇପାରିବ . |
| 06:15 | ଲେବେଲ୍ କୁ ମିଟେଇବା ପାଇଁ ଟେକ୍ସଟବକସ୍ ଉପରେ କ୍ଲିକ୍ କର ଏବଂ ଲେବେଲ୍ ଦିଲିଟ୍ ହେବା ଯାଏଁ backspace ପ୍ରେସ୍ କର |
| 06:27 | ଅନ୍ୟ ଉପାୟରେ ଏପରି କରିବାକୁ Tracks କୁ ଯାଅ ,ପରେ Edit Labels କୁ କ୍ଲିକ୍ କର . |
| 06:34 | ଏକ ୱିଣ୍ଡୋ ସମସ୍ତ ଲେବେଲ୍ ସୁଚୀ ସହ ଦେଖାଯିବ ଏବଂ ଦିଲିଟ୍ କରିବାକୁ ଚାହୁଁଥିବା ଲେବେଲ୍ କୁ ସିଲେକ୍ଟ କରି Remove ବଟନ ଉପରେ କ୍ଲିକ୍ କର , ଏହା ଦିଲିଟ୍ ହୋଇଯିବ |
| 06:46 | ok କ୍ଲିକ୍ କର |
| 06:55 | ସମ୍ପୁର୍ଣ ଅଡିଓ ଫାଇଲ୍ କୁ ଥରେ କିମ୍ବା ଏକାଧିକବାର ଶୁଣି ସାରିବା ପରେ ଏଡିଟ୍ କରିବା ପ୍ରକ୍ରିୟାକୁ ସ୍ଥିର କରାଯାଏ ; ଆବଶ୍ୟକତା ଅନୁସାରେ ଫାଇଲ୍ ର କିଛି ଅଂଶ ଦିଲିଟ୍ କିମ୍ବା ପରିବର୍ତନ୍ କରାଯାଇପାରେ |
| 07:07 | ଏଡିଟ୍ କରିବା ପ୍ରକ୍ରିୟା ବିଷୟବସ୍ତୁ ର ପରିଚୟ ,ମୁଖ୍ୟଭାଗ ଓ ଶେଷକଥା ଉପରେ ନିର୍ଭର କରେ |
| 07:15 | ବାରମ୍ବାର ବ୍ୟବହୃତ ତଥା ଖରାପ ଧ୍ବନି କୁ କାଢିଦିଅ ସମ୍ବାଦର ପ୍ରଭାବ ବଢାଇବା ପାଇଁ Effects ର ପ୍ରୟୋଗ କରାଯାଇପାରେ |
| 07:21 | ଅନାବଶ୍ୟକୀୟ ଧ୍ବନି ଯଥା ହାକୁଟି ମାରିବା ,କାଶିବା ଯାହା ସମ୍ବାଦ ,ପୁନରାବୃତି ଓ ଦୀର୍ଘ ନିରବତାକୁ ପୂରଣ କରେ ନାହିଁ ,ତାହାକୁ କାଢି ଦିଆଯାଇପାରିବ |
| 07;32 | ଦିଲିଟ୍ କରିବାକୁ , Selection tool ସିଲେକ୍ଟ କର ଏବଂ ଅଡିଓର ଯେଉଁ ଅଂଶକୁ ଦିଲିଟ୍ କରିବାକୁ ଚାହୁଁଛା ତାକୁ ସିଲେକ୍ଟ କରି ଡ୍ରାଗ୍ (ଟାଣି ଆଣ) କର ଓ ଛାଡି ଦିଅ, delete ପ୍ରେସ୍ କର |
| 07:50 | ଅଡିଓର ଗୋଟିଏ ଭାଗକୁ ଅନ୍ୟ ଏକ ଭାଗକୁ ସ୍ଥାନାନ୍ତର କରିବାକୁ ଥିଲେ ,ସ୍ଥାନାନ୍ତରିତ ହେବାକୁଥିବା ଭାଗକୁ ସିଲେକ୍ଟ କରି ଡ୍ରାଗ୍ କର ଓ ଛାଡି ଦିଅ ,ତାପରେ କିବୋର୍ଡ ର Ctrl+X ବ୍ୟବହାର କରି ତାହାକୁ କାଟିଦିଅ |
| 08:07 | ଏପରି ମଧ୍ୟ କରିପାରିବା: Edit tools panel ରେ ଥିବା Cut ବଟନ୍ ଉପରେ କ୍ଲିକ୍ କର ଅଥବା Edit >> ତାପରେ Cut କ୍ଲିକ୍ କର |
| 08:22 | ଯେଉଁ ସ୍ଥାନକୁ ଅଡିଓର ଏକ ଭାଗକୁ ବଦଳାଇବାକୁ ଅଛି ,ତାହା ଉପରେ କ୍ରସର ରଖ |
| 08:31 | ସେଠାରେ କ୍ଲିକ୍ କରି ଅଡିଓ ଭାଗଟିକୁ ପେସ୍ଟ କର |
| 08:33 | ଏପରି କରିବା ପାଇଁ କିବୋର୍ଡର Ctrl+V ଅଥବା Paste ବଟନ୍ |
| 08:40 | Edit tools panel କିମ୍ବା Edit >> |
| 08:47 | Paste ଅପସନ୍ |
| 08:52 | ଉଚ ସ୍ତରରେ ଥିବା ଶ୍ବାଶ କ୍ରିୟା କମେଇବା ପାଇଁ , audio streamରେ ଥିବା breath ପରସନ୍ କୁ ସିଲେକ୍ଟ କର |
| 09:14 | କ୍ରସର୍ ବାମକୁ କ୍ଲିକ୍ କରି ଡ୍ରାଗ୍ କର ଓ ଛାଡି ଦିଅ |
| 09:17 | Effect >> Amplify.କୁ ଯାଅ Enter -5 or -7 |
| 09:26 | କିମ୍ବା Amplification box ରେ ଆହୁରି ଅଧିକ Enter କରାଅ ଏହା ନିର୍ଭର କରେ ଆପଣ ଧ୍ବନିର ମାତ୍ରା କେତିକି କମେଇବାକୁ ଚାହୁଁଛନ୍ତି , ok କ୍ଲିକ୍ କର |
| 09:43 | କମ୍ ଆବାଜ୍ ରେ ରେକର୍ଡ ହୋଇଥିବା ଧ୍ବନୀକୁ ବଢାଇବା ପାଇଁ ଅଡିଓ ସିଲେକ୍ଟ କର , Effect କୁ ଯାଅ , Amplify କ୍ଲିକ୍ କର |
| 09:56 | ସେଠାରେ ଏକ value ଆଗରୁ ରହିଥିବା ଦେଖିବ ଯାହାକି ଏ ଫାଇଲ୍ ର ସର୍ବୋ କୃଷ୍ଟ value ଅଟେଆପଣ ନିଜ ଇଛା ଅନୁସାରେ ମଧ୍ୟ value ଦେଇପାରିବେ |
| 10:12 | ok କ୍ଲିକ୍ କର |
| 10:15 | ଯଦି Ok ବଟନ୍ କାର୍ଯ୍ୟ କରୁନାହିଁ , Allow Clipping option ଚେକ୍ କର |
| 10:34 | ବ୍ୟାଗ୍ ରାଉଣ୍ଡ ଧ୍ବନି କୁ ଠିକ କରିବା ପାଇଁ , ଧ୍ବନିର ଏକ ନମୁନା ସହ ଟ୍ରାକ୍ ଉପରେ ଏକ ଭାଗକୁ ସିଲେକ୍ଟ କର |
| 10:47 | ମନେରଖ, ବିନା ଆବାଜ୍ ର ଏକ ଭାଗକୁ ଚିହ୍ନଟ କରିବ ଏବେ Effect ଉପରେ କ୍ଲିକ୍ କର |
| 10:55 | ତାପରେ Noise Removal ଉପରେ କ୍ଲିକ୍ କର |
| 10:59 | ଏବେ Get Noise Profile ଉପରେ କ୍ଲିକ୍ କର |
| 11:02 | ଏହା ଠିକ ହେବାକୁ ଥିବା ଶବ୍ଦ ନମୁନାକୁ ଦର୍ଶେଇବ |
| 11:06 | ଏବେ ଅଡିଓ ଟ୍ରାକ୍ ର ଯେ କୌଣସି ସ୍ଥାନରେ କ୍ଲିକ୍ କରି ସମପୂର୍ଣ ଅଡିଓ ଟ୍ରାକକୁ ସିଲେକ୍ଟ କର |
| 11:11 | ପୁଣି କ୍ଲିକ୍ କର Effect >> Noise Removal |
| 11:16 | Noise Reduction Level ବାଚ୍ଛ |
| 11:26 | ସର୍ବନିମ୍ନ ମୁଲ୍ୟ ବ୍ୟବହାର କର ଯାହାକି ଶବ୍ଦ କୁ ଗ୍ରହଣୀୟ ସ୍ତର ଯାଏଁ କମାଇବ |
| 11:31 | ଉଚ ମୁଲ୍ୟ ଶବ୍ଦ ବିଭ୍ରାଟକୁ ପୁରାପୁରି ଦୁରେଇଦେବ କିନ୍ତୁ ଫଳସ୍ବରୁପ ଅଡିଓ ଟିରେ ବିଭ୍ରାଟ ଦେଖାଦେବା |
| 11:37 | ଚାଲ OK କ୍ଲିକ୍ କରିବା |
| 11:44 | ଏହା ଉପଯୋଗୀ ଯେ ବକ୍ସରେ ନିର୍ଧାରିତ ମୁଲ୍ୟଠାରୁ ଅଡିଓ valueକୁ ବଢାଇବା ଅନୁଚିତ୍ କାରଣ ଏହା ବ୍ୟାଗ୍ ରାଉଣ୍ଡ ସାଉଣ୍ଡକୁ ବଢାଇଥାଏ |
| 11:54 | ହିସେସ୍ ଓ ହମମ୍ ଏଥିରେ ଭଲ ଭାବରେ ଶୁଣାଯିବ |
| 11:57 | ନିୟମିତ ରୁପେ ପ୍ରୋଜେକ୍ଟ ଫାଇଲ୍ କୁ ସେଭ୍ କରିବ |
| 12:00: | ଶେଷରେ ଫାଇନାଲ ପ୍ରୋଜେକ୍ଟ କୁ ଆବଶ୍ୟକୀୟ ଅଡିଓ ଫର୍ମାଟ୍ କୁ ପଠାଇ ଦିଅ ଯେପରି ଡ଼ବଲୁଏଭି(wav),ଏମପିଥରି(mp3 ) ଏବଂ ଅନ୍ୟାନ୍ୟ |
| 12:09 | ପୁର୍ବ ତୁଟୋରିଅଲ୍ ରେ ଆମେ ଏହାକୁ ପଢିସାରିଛେ ଦୟାକରି ଏହାର ସାରାଂଶ କୁ ଦେଖ |
| 12:17 | ଏବେ ଏହି ତୁଟୋରିଅଲ୍ କୁ ଆମେ ସମାପ୍ତ କରିବା , ଏଠାରେ ଆମେ ଅଦାସିଟି କୁ ବ୍ୟବହାର କରି ଏଡିଟ୍ କରିବା ପ୍ରକ୍ରିୟା ରୁ ଜାଣିଲେ |
| 12;26 | କିପରି ଅଡିଓ ଫାଇଲ୍ ଖୋଲିବା , ସ୍ଟିରିଓକୁ ମନୋରେ ପରିବର୍ତନ କରିବା , ଆଟାଚ ଲେବେଲ୍ କୁ ବଡ଼ ବା ସାନ କରିବା |
| 12:35 | ସଜେଇବା, ଏଡିଟ୍ , କଟ , ଦିଲିଟ୍ , ମୁଭ୍ , ଅଡିଓ ଫିଲଟର ବ୍ୟାଗ ରାଉଣ୍ଡ ନଏଜ ଆମପଲିଫାଏ କରିବା |
| 12:50 | ପୁର୍ବରୁ ରେକର୍ଡ କରିଥିବା ଅଡିଓକୁ ଏହି ସୁଚନା ଅନୁଯାୟୀ ଏଡିଟ୍ କର |
| 12:55 | ଦରକାର ଅନୁଯାୟୀ fade out ଏବଂ fade in ବ୍ୟବହାର କର |
| 13:01 | ନିମ୍ନଲିଖିତ ଲିନକ୍ ଦ୍ବାରା ଏହି ଭିଡିଓଟିକୁ ଦେଖ (http://spoken-tutorial.org/What_is_a_Spoken_Tutorial) |
| 13:06 | ଏହା ସ୍ପୋକେନ ତୁଟୋରିଅଲ୍ ର ସାରାଂଶ ଅଟେ |
| 13:10 | ଯଦି ଭଲ bandwidth ନାହିଁ ,ତେବେ ଡାଉନଲୋଡ କରି ଦେଖିପାରିବେ |
| 13:15 | ସ୍ପୋକେନ୍ ତୁଟୋରିଅଲ୍ ଟିମ୍ ସ୍ପୋକେନ୍ ତୁଟୋରିଅଲ୍ ବ୍ୟବହାର କରି କାର୍ଯାଶାଲା କରାଉଛି |
| 13:20 | ଯେଉଁମାନେ ଅନଲାଇନ୍ ପରିଖିୟା ପାସ୍ କରୁଛନ୍ତି ,ସାର୍ଟିଫିକେଟ ଦିଆଯାଉଛି |
| 13:25 | -ଅଧିକ ସୁଚନା ପାଇଁ ଯୋଗାଯୋଗ କରନ୍ତୁ contact contact@spoken-tutorial.org |
| 13:30 | ସ୍ପୋକେନ ତୁଟୋରିଅଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର ପ୍ରୋଜେକ୍ଟ ର ଏକ ଅଂଶ ଅଟେ |
| 13:35 | ଏହା ଭାରତ ସରକାର ICT, MHRD, ଦ୍ବାରା ପରିଚାଳିତ "ରାଷ୍ଟରୀୟ ସ୍ବାଖ୍ୟରତା ମିଶନ " ସମର୍ଥିତ ଅଟେ |
| 13:42 | ଏହି ମିଶନ ଉପରେ ଅଧିକ ସୁଚନା ପାଇଁ ଯୋଗାଯୋଗ କରନ୍ତୁ http://spoken-tutorial.org/NMEICT-intro |
| 13:55 | ବର୍ତମାନ୍ ଆମେ ତୁଟୋରିଅଲ୍ କୁ ସମାପ୍ତ କରୁଛୁ |
| 13:58 | ଧନ୍ୟବାଦ |
| 14:01 | ଅନୁବାଦକ ନାମ |