Spoken Tutorial Technology/Editing using Audacity/Oriya

From Process | Spoken-Tutorial
Revision as of 18:01, 20 December 2012 by St-admin (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
ସମୟ ବିବରଣୀ
00:01 ସ୍ବଗାତ ବନଧୁଗଣ ଅଦାସିଟି ବ୍ୟବହାର୍ କରି ଏଡିଟ୍ କରିବା ପାଇଁ ଆମର ଏହି ତୁତୋରିଅଲକୁ ସ୍ବାଗତ
00:08 ଏହି ତୁଟୋରିଅଲ୍ ଦର୍ଶାଏ କିପରି ଏକ ଅଡିଓ ଫାଇଲ୍ ଏଡିଟ୍ କରାଯାଏ ଏଠାରେ ଆମେ ଶିଖିବା
00:14 ଅଦାସିରେ ଏକ ଅଡିଓ ଫାଇଲ୍ ଖୋଲୋଂତୁ
00:16 ଏକ ସ୍ଟେରିଓ ଫାଇଲ୍ କୁ ମନୋ ଆତାଚ ଲେବେଲ୍ କଟ ,ଦିଲିଟ୍ ,ମୁବ୍ ରେ ପରିବର୍ତ୍ତନ କରନ୍ତୁ ଏବଂ ଅଡିଓ ଫିଲଟର ବ୍ୟାଗ୍ ରାଉଣ୍ଡ ନଏଜ କୁ ବୃଧି କରନ୍ତୁ ,ଅଡିଓ ଫାଇଲକୁ ସେବ ଓ ଏକ୍ସ୍ ପୋର୍ଟ୍ କରନ୍ତୁ
00:27 ଏହି ତୁତୋରିଅଲରେ ଆମେ ବ୍ୟବହାର କରିଛୁ ଉବଂଟୁ ଲିନକ୍ସ 10.04 ବର୍ସନ ଅପରେଟିଂଗ୍ ସିସ୍ଟମ ଏବଂ ଅଦାସିଟି ବର୍ସନ 1.3
00:36 ଅଦାସିଟି ସପୋର୍ଟ କରୁଥିବା ଅଡିଓ ଫର୍ମାଟ ଗୁଡିକ ହେଲେ:
00:39 WAV (Windows Wave format) ଡଵଲୁଏଭି
00:41 AIFF (Audio Interchange File Format) ଏଆଇଏଫଏଫ
00:43 Sun Au / NeXT ସନ୍ ଏ ୟୁ /ନେକସଟ
00:46 RCAM (Institut de Recherce et Coordination Acoustique / Musique) ଆରସିଏଏମ
00:49 MP3 (MPEG I, layer 3) (export requires separate encoder. see Lame Installation) Ogg Vorbis ଏମ ପି ଥିରୀ
00:53 ଅଦାସିଟି କୁ ଉପଯୋଗ କରିବା ପାଇଁ ଚାଲନ୍ତୁ ଯିବା ମେନ୍ ମେନୁ ଆଇଟମ ଆପ୍ଲିକେସନ୍(Main menu item Applications) >>ସାଉଣ୍ଡ ଆଣ୍ଡ୍ ଭିଡିଓ(Sound and Video)>>ଅଦାସିଟି(Audacity).
01:04 ଏକ ଅଦାସିଟି ହେଲ୍ପ ବକ୍ସ୍ ଖୋଲିବ, OK କ୍ଲିକ କରନ୍ତୁ
01:09 ଅଡିଓ ଫାଇଲ୍ କୁ ଏଡିଟ୍ କରିବା ପାଇଁ ପ୍ରଥମେ ଏହାକୁ ଅଦାସିଟି ରେ ଅନ୍ତର୍ଭୁକ୍ତ କରାଅ ଏପରି କରିବା ପାଇଁ ଫାଇଲ୍ କୁ ଜାଅ(go to File ) >>ଇମ୍ପୋର୍ଟ(Import ) >>(ଅଡିଓ).
01:21 ବ୍ରାଉଜର ୱିଣ୍ଡୋ ଖୋଲିଲେ ,ଏଡିଟ୍ ହେବାକୁଥିବା ଅଡିଓ ଫାଇଲ୍ କୁ ବ୍ରାଉଜ୍ କରନ୍ତୁ ଏବଂ Open ବଟନ ଉପରେ କ୍ଲିକ କରନ୍ତୁ
01:31 ଫାଇଲ୍ ଅଦାସିଟି ୱିଣ୍ଡୋରେ ଖୋଲିବ
01:36 ଏହି ଫାଇଲକୁ ଏ ୟୁ ପି ଫାଇଲ୍(ଅଦାସିଟି ପ୍ରୋଜେକ୍ଟ ଫାଇଲ୍ ) ରେ ସେବ କରିବାକୁ କ୍ଲିକ୍ କରନ୍ତୁ ଫାଇଲ୍( File ) >>ସେବ ପ୍ରୋଜେକ୍ଟ ଆଜ (Save Project As)
01:47 ଯେଉଁ ବକ୍ସ୍ ଖୋଲିବ ତାହାକୁ କ୍ଲିକ କରନ୍ତୁ
01:51 ଫାଇଲ୍ କୁ ଏକ ନାମ ଦିଅ ଏବେ ଟାଇପ୍ କରିବା 'ଏଡିଟିଂ ଇନ୍ ଅଦାସିଟି '( 'Editing in Audacity'..)


01:55 ଫୋଲଡର୍ ଚେକ୍ କରି ସେବ କ୍ଲିକ୍ କରନ୍ତୁ
02:00 'Copy All Audio into Project (safer)' ଅପସନ୍ କୁ ସିଲେକଟ୍ କରନ୍ତୁ
02:05 ଏହା ଏକ ଫୋଲ୍ଡର ତିଆରି କରିଵ ଯାହା ଅଦାସିଟି ର ସମସ୍ତ ଡାଟା ଫାଇଲ୍ କୁ ଧାରଣ କରେ
02:11 ଟ୍ରାକ୍ କୁ ନିରେଖୀ ଦେଖ ଯଦି ଗୋଟିଏ ଟ୍ରାକ୍ ଥାଏ ତେବେ ଅଡିଓଟି ମନୋ ଅଟେ
02:16 ଏହାକୁ ବାମ ପାର୍ଶ୍ବ ପ୍ୟାନେଲର ଲେବେଲ୍ ରେ ଉଲ୍ଲେଖ କରାଯାଇପାରିବ
02:21 ବର୍ତମାନ୍ ଅନ୍ୟ ଏକ ଅଡିଓ ଫାଇଲ୍ ଖୋଲିବା
02:35 ଯଦି ଦୁଇଟି ଟ୍ରାକ୍ ଥାଏ ତେବେ ଅଡିଓଟି ସ୍ଟିରିଓ ,ପୁଣିଥରେ ଏହା ମଧ୍ୟ ବାମ ପାର୍ଶ୍ବ ପ୍ୟାନେଲ୍ ର ଲେବେଲ୍ ରେ ଉଲ୍ଲେଖ କରାଯାଇପାରିବ
02:45 ଏକ ଟ୍ରାକ୍ କୁ ପୁରାପୁରି ଲିଭେଇବା ପାଇଁ ଟ୍ରାକ୍ ସିଲେକ୍ଟ କରି ଟ୍ୟାବ୍ ଉପରେ କ୍ଲିକ୍ କର ଏବଂ Remove Tracks ସିଲେକ୍ଟ୍ କର
02:59 କିମ୍ବା ବାମ କଡରେ ଥିବା X ଉପରେ କ୍ଲିକ୍ କରି ଟ୍ରାକ୍ ଦିଲିଟ୍ କରନ୍ତୁ
03:04 ଯଦି ଅଡିଓ ଫାଇଲ୍ ଟି ସ୍ଟିରିଓ ମୋଡ୍ ରେ ଅଛି କିନ୍ତୁ ସ୍ଟିରିଓ ଆଉଟପୁଟ୍ ଦରକାର ନାହିଁ ତେବେ ଜଣେ ଏହାକୁ ମନୋ ମୋଡ୍ ରେ ପରିବର୍ତନ କରିପାରିବ
03:12 ଏପରି କରିବା ପାଇଁ ଟ୍ରାକ୍ ଟ୍ୟାବ୍ କୁ ଜାଅ ଏବଂ Mix and Render ସିଲେକ୍ଟ କର
03:20 ବର୍ତମାନ୍ ଅଡିଓ ଫାଇଲ୍ ର ବାମ ପାର୍ଶ୍ବ ରେ ଥିବା ପ୍ୟାନେଲ୍ ର drop-down arrow ଉପରେ କ୍ଲିକ୍ କର ଏବଂ Split stereo to mono ସିଲେକ୍ଟ କର
03:30 ଏକ ଟ୍ରାକ୍ ଦିଲିଟ୍ କର
03;35 ଫାଇଲ୍ ପୃଷ୍ଠାକୁ ବଡ କିମ୍ବା ସାନ କରିଵ ପାଇଁ ଆବଶ୍ୟକୀୟ ଜାଗାରେ କ୍ରସର କ୍ଲିକ୍ କର ଏବଂ ଏଡିଟ୍ ପ୍ୟାନେଲରେ zoom in କିମ୍ବା zoom out ବଟନରେ କ୍ଲିକ୍ କର
03:52 କିମ୍ବା ଫାଇଲର ଯେଉଁ ଶଥାନକୁ ବଡ କିମ୍ବା ସାନ କରିବାକୁ ଚାହୁଁଚ୍ଛ କ୍ରସରକୁ ସେଠାରେ ରଖ
04:03 ଏବେ Ctrl key down କୁ ପ୍ରେସ୍ କର ଏବଂ ମାଉସରେ ଥିବା ସ୍କ୍ରଲ ହୁଇଲ୍ ବ୍ୟବହାର କରି zoom କର
04:19 ଏକ ଅଡିଓ ଫାଇଲ୍ ରୁ ଅନାବଶ୍ୟକୀୟ ତଥ୍ୟକୁ କପି , ପେଷ୍ଟ , ଦିଲିଟ୍ ଏବଂ କିଛି ସ୍ବତନ୍ତ୍ର ପରିଖ୍ୟଣ ଦ୍ବାରା ରିମୁଭ୍ କରିହେବ
04:29 ଫାଇଲ୍ ର volume କୁ ବଢେଇହେବ କିମ୍ବା କମେଇହେବ
04:35 ଏଡିଟ୍ କରିବା ପୁର୍ବରୁ ସର୍ବଦା ଅଡିଓ ଫାଇଲ୍ କୁ ମନ ଦେଇ ଶୁଣ ତୁମେ ଏହାକୁ ସହଜରେ ବୁଝିବା ପାଇଁ ଇଚ୍ଛା ଅନୁସାରେ ଲେବେଲ୍ କରିପାର
04:44 ଏପରି କରିବା ପାଇଁ ଏକ ଲେବେଲ୍ ଟ୍ରାକ୍ ଯୋଗ କର ,ଟ୍ରାକ୍ ଉପରେ କ୍ଲିକ୍ କର ତାପରେ New and Label Track. ଯୋଗ କର
04:56 ଯେଉଁଠି ଲେବେଲ୍ ଯୋଗ କରିବାକୁ ଚାହୁଁଚ୍ଛ ତାହାକୁ କ୍ରସର ଦ୍ବାରା ସିଲେକ୍ଟ କରି ଟ୍ରାକ୍ ଟ୍ୟାବ୍ କୁ ଜାଅ
04:54 ଏବଂ Add label at selection ସିଲେକ୍ଟ କର
05:08 ତମେ ଲେବେଲ୍ ରେ ଟାଇପ୍ କରିପାରିବ
05:16 କିମ୍ବା ସେହି ଜାଗା ରେ କ୍ଲିକ୍ କରିପାରିବ
05:24 ctrl +B ପ୍ରେସ୍ କର
05:28 ଏହା ପ୍ରଥମଥର ପାଇଁ ଏକ ନୁଆ ଲେବେଲ୍ ଟ୍ରାକ୍ ତିଆରି କରିଵ
05:32 Ctrl+B କୁ ବାରମ୍ବାର ବ୍ୟବହାର କରି ଅନେକ ନୁଆ ଲେବେଲ୍ ସେହି ଟ୍ରାକ୍ ରେ ଖୋଲିହେବ
05:47 ଟାଇମ୍ ଲାଇନ୍ ଉପରେ କ୍ରସର ଥିବା ସ୍ଥାନରେ ଏକ ଲେବେଲ୍ ଟ୍ରାକ୍ ଆସିବ
05:53 ପ୍ରତ୍ୟେକ ନୁଆ ଲେବେଲ୍ ପାଇଁ ଆବଶ୍ୟକୀୟ ସ୍ଥାନରେ କ୍ରସର ରଖି Ctrl+B ପ୍ରେସ୍ କର
06:07 ଲେବେଲଗୁଡିକୁ ମଧ୍ୟ ମିଟେଇ ଦିଆଯାଇପାରିବ .
06:15 ଲେବେଲ୍ କୁ ମିଟେଇବା ପାଇଁ ଟେକ୍ସଟବକସ୍ ଉପରେ କ୍ଲିକ୍ କର ଏବଂ ଲେବେଲ୍ ଦିଲିଟ୍ ହେବା ଯାଏଁ backspace ପ୍ରେସ୍ କର
06:27 ଅନ୍ୟ ଉପାୟରେ ଏପରି କରିବାକୁ Tracks କୁ ଯାଅ ,ପରେ Edit Labels କୁ କ୍ଲିକ୍ କର .
06:34 ଏକ ୱିଣ୍ଡୋ ସମସ୍ତ ଲେବେଲ୍ ସୁଚୀ ସହ ଦେଖାଯିବ ଏବଂ ଦିଲିଟ୍ କରିବାକୁ ଚାହୁଁଥିବା ଲେବେଲ୍ କୁ ସିଲେକ୍ଟ କରି Remove ବଟନ ଉପରେ କ୍ଲିକ୍ କର , ଏହା ଦିଲିଟ୍ ହୋଇଯିବ
06:46 ok କ୍ଲିକ୍ କର
06:55 ସମ୍ପୁର୍ଣ ଅଡିଓ ଫାଇଲ୍ କୁ ଥରେ କିମ୍ବା ଏକାଧିକବାର ଶୁଣି ସାରିବା ପରେ ଏଡିଟ୍ କରିବା ପ୍ରକ୍ରିୟାକୁ ସ୍ଥିର କରାଯାଏ ; ଆବଶ୍ୟକତା ଅନୁସାରେ ଫାଇଲ୍ ର କିଛି ଅଂଶ ଦିଲିଟ୍ କିମ୍ବା ପରିବର୍ତନ୍ କରାଯାଇପାରେ
07:07 ଏଡିଟ୍ କରିବା ପ୍ରକ୍ରିୟା ବିଷୟବସ୍ତୁ ର ପରିଚୟ ,ମୁଖ୍ୟଭାଗ ଓ ଶେଷକଥା ଉପରେ ନିର୍ଭର କରେ
07:15 ବାରମ୍ବାର ବ୍ୟବହୃତ ତଥା ଖରାପ ଧ୍ବନି କୁ କାଢିଦିଅ ସମ୍ବାଦର ପ୍ରଭାବ ବଢାଇବା ପାଇଁ Effects ର ପ୍ରୟୋଗ କରାଯାଇପାରେ
07:21 ଅନାବଶ୍ୟକୀୟ ଧ୍ବନି ଯଥା ହାକୁଟି ମାରିବା ,କାଶିବା ଯାହା ସମ୍ବାଦ ,ପୁନରାବୃତି ଓ ଦୀର୍ଘ ନିରବତାକୁ ପୂରଣ କରେ ନାହିଁ ,ତାହାକୁ କାଢି ଦିଆଯାଇପାରିବ
07;32 ଦିଲିଟ୍ କରିବାକୁ , Selection tool ସିଲେକ୍ଟ କର ଏବଂ ଅଡିଓର ଯେଉଁ ଅଂଶକୁ ଦିଲିଟ୍ କରିବାକୁ ଚାହୁଁଛା ତାକୁ ସିଲେକ୍ଟ କରି ଡ୍ରାଗ୍ (ଟାଣି ଆଣ) କର ଓ ଛାଡି ଦିଅ, delete ପ୍ରେସ୍ କର
07:50 ଅଡିଓର ଗୋଟିଏ ଭାଗକୁ ଅନ୍ୟ ଏକ ଭାଗକୁ ସ୍ଥାନାନ୍ତର କରିବାକୁ ଥିଲେ ,ସ୍ଥାନାନ୍ତରିତ ହେବାକୁଥିବା ଭାଗକୁ ସିଲେକ୍ଟ କରି ଡ୍ରାଗ୍ କର ଓ ଛାଡି ଦିଅ ,ତାପରେ କିବୋର୍ଡ ର Ctrl+X ବ୍ୟବହାର କରି ତାହାକୁ କାଟିଦିଅ
08:07 ଏପରି ମଧ୍ୟ କରିପାରିବା: Edit tools panel ରେ ଥିବା Cut ବଟନ୍ ଉପରେ କ୍ଲିକ୍ କର ଅଥବା Edit >> ତାପରେ Cut କ୍ଲିକ୍ କର
08:22 ଯେଉଁ ସ୍ଥାନକୁ ଅଡିଓର ଏକ ଭାଗକୁ ବଦଳାଇବାକୁ ଅଛି ,ତାହା ଉପରେ କ୍ରସର ରଖ
08:31 ସେଠାରେ କ୍ଲିକ୍ କରି ଅଡିଓ ଭାଗଟିକୁ ପେସ୍ଟ କର
08:33 ଏପରି କରିବା ପାଇଁ କିବୋର୍ଡର Ctrl+V ଅଥବା Paste ବଟନ୍
08:40 Edit tools panel କିମ୍ବା Edit >>
08:47 Paste ଅପସନ୍
08:52 ଉଚ ସ୍ତରରେ ଥିବା ଶ୍ବାଶ କ୍ରିୟା କମେଇବା ପାଇଁ , audio streamରେ ଥିବା breath ପରସନ୍ କୁ ସିଲେକ୍ଟ କର
09:14 କ୍ରସର୍ ବାମକୁ କ୍ଲିକ୍ କରି ଡ୍ରାଗ୍ କର ଓ ଛାଡି ଦିଅ
09:17 Effect >> Amplify.କୁ ଯାଅ Enter -5 or -7
09:26 କିମ୍ବା Amplification box ରେ ଆହୁରି ଅଧିକ Enter କରାଅ ଏହା ନିର୍ଭର କରେ ଆପଣ ଧ୍ବନିର ମାତ୍ରା କେତିକି କମେଇବାକୁ ଚାହୁଁଛନ୍ତି , ok କ୍ଲିକ୍ କର
09:43 କମ୍ ଆବାଜ୍ ରେ ରେକର୍ଡ ହୋଇଥିବା ଧ୍ବନୀକୁ ବଢାଇବା ପାଇଁ ଅଡିଓ ସିଲେକ୍ଟ କର , Effect କୁ ଯାଅ , Amplify କ୍ଲିକ୍ କର
09:56 ସେଠାରେ ଏକ value ଆଗରୁ ରହିଥିବା ଦେଖିବ ଯାହାକି ଏ ଫାଇଲ୍ ର ସର୍ବୋ କୃଷ୍ଟ value ଅଟେଆପଣ ନିଜ ଇଛା ଅନୁସାରେ ମଧ୍ୟ value ଦେଇପାରିବେ
10:12 ok କ୍ଲିକ୍ କର
10:15 ଯଦି Ok ବଟନ୍ କାର୍ଯ୍ୟ କରୁନାହିଁ , Allow Clipping option ଚେକ୍ କର
10:34 ବ୍ୟାଗ୍ ରାଉଣ୍ଡ ଧ୍ବନି କୁ ଠିକ କରିବା ପାଇଁ , ଧ୍ବନିର ଏକ ନମୁନା ସହ ଟ୍ରାକ୍ ଉପରେ ଏକ ଭାଗକୁ ସିଲେକ୍ଟ କର
10:47 ମନେରଖ, ବିନା ଆବାଜ୍ ର ଏକ ଭାଗକୁ ଚିହ୍ନଟ କରିବ ଏବେ Effect ଉପରେ କ୍ଲିକ୍ କର
10:55 ତାପରେ Noise Removal ଉପରେ କ୍ଲିକ୍ କର
10:59 ଏବେ Get Noise Profile ଉପରେ କ୍ଲିକ୍ କର
11:02 ଏହା ଠିକ ହେବାକୁ ଥିବା ଶବ୍ଦ ନମୁନାକୁ ଦର୍ଶେଇବ
11:06 ଏବେ ଅଡିଓ ଟ୍ରାକ୍ ର ଯେ କୌଣସି ସ୍ଥାନରେ କ୍ଲିକ୍ କରି ସମପୂର୍ଣ ଅଡିଓ ଟ୍ରାକକୁ ସିଲେକ୍ଟ କର
11:11 ପୁଣି କ୍ଲିକ୍ କର Effect >> Noise Removal
11:16 Noise Reduction Level ବାଚ୍ଛ
11:26 ସର୍ବନିମ୍ନ ମୁଲ୍ୟ ବ୍ୟବହାର କର ଯାହାକି ଶବ୍ଦ କୁ ଗ୍ରହଣୀୟ ସ୍ତର ଯାଏଁ କମାଇବ
11:31 ଉଚ ମୁଲ୍ୟ ଶବ୍ଦ ବିଭ୍ରାଟକୁ ପୁରାପୁରି ଦୁରେଇଦେବ କିନ୍ତୁ ଫଳସ୍ବରୁପ ଅଡିଓ ଟିରେ ବିଭ୍ରାଟ ଦେଖାଦେବା
11:37 ଚାଲ OK କ୍ଲିକ୍ କରିବା
11:44 ଏହା ଉପଯୋଗୀ ଯେ ବକ୍ସରେ ନିର୍ଧାରିତ ମୁଲ୍ୟଠାରୁ ଅଡିଓ valueକୁ ବଢାଇବା ଅନୁଚିତ୍ କାରଣ ଏହା ବ୍ୟାଗ୍ ରାଉଣ୍ଡ ସାଉଣ୍ଡକୁ ବଢାଇଥାଏ
11:54 ହିସେସ୍ ଓ ହମମ୍ ଏଥିରେ ଭଲ ଭାବରେ ଶୁଣାଯିବ
11:57 ନିୟମିତ ରୁପେ ପ୍ରୋଜେକ୍ଟ ଫାଇଲ୍ କୁ ସେଭ୍ କରିବ
12:00: ଶେଷରେ ଫାଇନାଲ ପ୍ରୋଜେକ୍ଟ କୁ ଆବଶ୍ୟକୀୟ ଅଡିଓ ଫର୍ମାଟ୍ କୁ ପଠାଇ ଦିଅ ଯେପରି ଡ଼ବଲୁଏଭି(wav),ଏମପିଥରି(mp3 ) ଏବଂ ଅନ୍ୟାନ୍ୟ
12:09 ପୁର୍ବ ତୁଟୋରିଅଲ୍ ରେ ଆମେ ଏହାକୁ ପଢିସାରିଛେ ଦୟାକରି ଏହାର ସାରାଂଶ କୁ ଦେଖ
12:17 ଏବେ ଏହି ତୁଟୋରିଅଲ୍ କୁ ଆମେ ସମାପ୍ତ କରିବା , ଏଠାରେ ଆମେ ଅଦାସିଟି କୁ ବ୍ୟବହାର କରି ଏଡିଟ୍ କରିବା ପ୍ରକ୍ରିୟା ରୁ ଜାଣିଲେ
12;26 କିପରି ଅଡିଓ ଫାଇଲ୍ ଖୋଲିବା , ସ୍ଟିରିଓକୁ ମନୋରେ ପରିବର୍ତନ କରିବା , ଆଟାଚ ଲେବେଲ୍ କୁ ବଡ଼ ବା ସାନ କରିବା
12:35 ସଜେଇବା, ଏଡିଟ୍ , କଟ , ଦିଲିଟ୍ , ମୁଭ୍ , ଅଡିଓ ଫିଲଟର ବ୍ୟାଗ ରାଉଣ୍ଡ ନଏଜ ଆମପଲିଫାଏ କରିବା
12:50 ପୁର୍ବରୁ ରେକର୍ଡ କରିଥିବା ଅଡିଓକୁ ଏହି ସୁଚନା ଅନୁଯାୟୀ ଏଡିଟ୍ କର
12:55 ଦରକାର ଅନୁଯାୟୀ fade out ଏବଂ fade in ବ୍ୟବହାର କର
13:01 ନିମ୍ନଲିଖିତ ଲିନକ୍ ଦ୍ବାରା ଏହି ଭିଡିଓଟିକୁ ଦେଖ (http://spoken-tutorial.org/What_is_a_Spoken_Tutorial)
13:06 ଏହା ସ୍ପୋକେନ ତୁଟୋରିଅଲ୍ ର ସାରାଂଶ ଅଟେ
13:10 ଯଦି ଭଲ bandwidth ନାହିଁ ,ତେବେ ଡାଉନଲୋଡ କରି ଦେଖିପାରିବେ
13:15 ସ୍ପୋକେନ୍ ତୁଟୋରିଅଲ୍ ଟିମ୍ ସ୍ପୋକେନ୍ ତୁଟୋରିଅଲ୍ ବ୍ୟବହାର କରି କାର୍ଯାଶାଲା କରାଉଛି
13:20 ଯେଉଁମାନେ ଅନଲାଇନ୍ ପରିଖିୟା ପାସ୍ କରୁଛନ୍ତି ,ସାର୍ଟିଫିକେଟ ଦିଆଯାଉଛି
13:25 -ଅଧିକ ସୁଚନା ପାଇଁ ଯୋଗାଯୋଗ କରନ୍ତୁ contact contact@spoken-tutorial.org
13:30 ସ୍ପୋକେନ ତୁଟୋରିଅଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର ପ୍ରୋଜେକ୍ଟ ର ଏକ ଅଂଶ ଅଟେ
13:35 ଏହା ଭାରତ ସରକାର ICT, MHRD, ଦ୍ବାରା ପରିଚାଳିତ "ରାଷ୍ଟରୀୟ ସ୍ବାଖ୍ୟରତା ମିଶନ " ସମର୍ଥିତ ଅଟେ
13:42 ଏହି ମିଶନ ଉପରେ ଅଧିକ ସୁଚନା ପାଇଁ ଯୋଗାଯୋଗ କରନ୍ତୁ http://spoken-tutorial.org/NMEICT-intro
13:55 ବର୍ତମାନ୍ ଆମେ ତୁଟୋରିଅଲ୍ କୁ ସମାପ୍ତ କରୁଛୁ
13:58 ଧନ୍ୟବାଦ
14:01 ଅନୁବାଦକ ନାମ

Contributors and Content Editors

St-admin